Jump to content

ଧର୍ମ ସଂହିତା

ଉଇକିଅଭିଧାନ‌ରୁ

ଧର୍ମ ସଂହିତା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ଧର୍ମ+ ସଂହିତା; ମ. ପ. ଲୋ)

[ସମ୍ପାଦନା]
୧. ଯେଉଁ ଶାସ୍ତ୍ରରେ ସାଂସାରିକ ଓ ପାର— ଲୈକିକ ସମସ୍ତ ବିଷୟର ମୀମାଂସା ଥାଏ; ଧର୍ମପୁସ୍ତକ; ସ୍ମୃତିଶାସ୍ତ୍ର —୧. A religioous code or coollection of duties enjoined by religion.

[ଦ୍ରଷ୍ଟବ୍ୟ —ମନୁସଂହିତା, ଅତ୍ରିସଂହିତା, ପରାଶରସଂହିତା ପ୍ରଭୃତି ଗ୍ରନ୍ଥକୁ 'ଧର୍ମସଂହିତା' ବୋଲାଯାଏ]

୨. ଧର୍ମ ସମ୍ୱନ୍ଧୀୟ ଗ୍ରନ୍ଥ — ୨. A book dealing with spiritual subjects.