Jump to content

ଧର୍ମ ସଙ୍ଗତ

ଉଇକିଅଭିଧାନ‌ରୁ

ଧର୍ମ ସଙ୍ଗତ

ଉଚ୍ଚାରଣ

[ସମ୍ପାଦନା]

(ଧର୍ମ ସମ୍ମତ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ଧର୍ମ+ ସଙ୍ଗତ)

[ସମ୍ପାଦନା]
୧. ଧର୍ମାନୁମୋଦିତ — ୧. Approved by the dictates of religion; pious.
୨. ନ୍ୟାୟନୁମୋଦିତ; ଆଇନ୍ ସଙ୍ଗତ — ୨. According to justice; lawful; legal.