Jump to content

ଧର୍ମ ସଭା

ଉଇକିଅଭିଧାନ‌ରୁ

ଧର୍ମ ସଭା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଧର୍ମ+ ସଭା; ମ. ପ. ଲୋ;)

[ସମ୍ପାଦନା]
୧. ଧର୍ମାଲୋଚନା ନିମନ୍ତେ ପ୍ରତିଷ୍ଠିତ ସଭା —୧. Religious meeting or conference; a congress of religion.
୨. ଧର୍ମାଧିକରଣ; ବିଚାରାଳୟ — ୨. Court of justice; legal tribunal.
୩. ଧର୍ମ ରକ୍ଷା ନିମନ୍ତେ ଆହୁତ ସଭା — ୩. A congregation convened for the protection of religion.