Jump to content

ଧର୍ମ ହୀନ

ଉଇକିଅଭିଧାନ‌ରୁ

ଧର୍ମ ହୀନ

ଉଚ୍ଚାରଣ

[ସମ୍ପାଦନା]
(ଧର୍ମହୀନା ସ୍ତ୍ରୀ) 

(ଧର୍ମ ହୀନତା—ବି)

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (୩ୟା ତତ୍; ଧର୍ମ+ ହୀନ)

[ସମ୍ପାଦନା]
୧. ଅଧାର୍ମିକ — ୧. Irreligious; god-less.
୨. ପୁଣ୍ୟରହିତ — ୨. Devoid of virtue.