Jump to content

ଧର୍ଷକ

ଉଇକିଅଭିଧାନ‌ରୁ

ଧର୍ଷକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - ପୁଂ. (ଧୃଷ୍ ଧାତୁ=ହିଂସା କରିବା+କର୍ତ୍ତୃ. ଅକ)

[ସମ୍ପାଦନା]
୧. ଉତ୍ପୀଡ଼କ —୧. Oppressive; assaulting.
୨. ଉଦ୍ଧତ —୨. Arrogant.
୩. ପରାଭବକାରୀ —୩. Defeating.
୪. ଅକ୍ରମଣକାରୀ —୪. Assailing; assaulting.
୫. ଅଧୀର —୫. Impatient (Apte).
୬. ସ୍ତ୍ରୀ ପ୍ରତି ଅତ୍ୟାଚାର ବା ବଳପ୍ରୟୋଗକାରୀ — ୬. Violating; seducing (Apte).

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ନର୍ତ୍ତିକ —୧. A dancer.
୨. ନଟ —୨. An actor.
୩. ଯାତ୍ରାରେ ସୁଆଙ୍ଗବାଲା —୩. Mime.
୪. ସ୍ତ୍ରୀର ସତିତ୍ୱ ନାଶକାରୀ ବ୍ୟକ୍ତି; ସ୍ତ୍ରୀ ପ୍ରତି ପାଶବ ବଳ— ପ୍ରୟୋଗକାରୀ ବ୍ୟକ୍ତି —୪. A violator; seducer.