Jump to content

ଧର୍ଷଣା

ଉଇକିଅଭିଧାନ‌ରୁ

ଧର୍ଷଣା

ଉଚ୍ଚାରଣ

[ସମ୍ପାଦନା]

ଧର୍ଷଣୀୟ, ଧର୍ଷିତବିଣ

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ଧୃଷ୍ ଧାତୁ+ଭାବ. ଅନ;+ସ୍ତ୍ରୀ. ଆ)

[ସମ୍ପାଦନା]
୧. ଧର୍ଷ (ଦେଖ) - ୧. Dharsha (See)
୨. ଗାଳିମନ୍ଦ; ତିରସ୍କାର —୨. Abuse (Apte).
୩. ଅପରାଧ —୩. An offence (Apte).
୪. ସ୍ତ୍ରୀସଙ୍ଗମ —୪. Copulation (Apte).