Jump to content

ଧର୍ଷଣି

ଉଇକିଅଭିଧାନ‌ରୁ

ଧର୍ଷଣି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ—(ଧୃଷ୍ ଧାତୁ+ଅନ୍, ସ୍ତ୍ରୀ. ଈ (ଇ)

[ସମ୍ପାଦନା]
୧. ଅସତୀ ସ୍ତ୍ରୀ —୧. An unchaste woman; a wanton woman.
୨. ବେଶ୍ୟା —୨. A harlot (Apte).