Jump to content

ଧର୍ଷିତା

ଉଇକିଅଭିଧାନ‌ରୁ

ଧର୍ଷିତା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - ସ୍ତ୍ରୀ. (ଧର୍ଷିତ+ସ୍ତ୍ରୀ. ଆ)

[ସମ୍ପାଦନା]
୧. ଯେଉଁ ସ୍ତ୍ରୀ ସଙ୍ଗେ ବଳାତ୍କାର ପୂର୍ବକ ମୈଥୁନ କରାଯାଏ; ବଳାତ୍କୃତା — ୧. Reped; deflowered; violated (woman).
୨. କୁଳଟା; ବିଟପୀ —୨. Unchaste; adulterous.

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ.

[ସମ୍ପାଦନା]
୧. ଅସତୀ ସ୍ତ୍ରୀ —୧. Unchaste woman.
୨. ବିଟପୀ ସ୍ତ୍ରୀ; ବେଶ୍ୟା —୨. A harlot.