ଦେଶଜ - କ୍ରି.—(ସଂସ୍କୃତ - ଧୃଷ୍ ଧାତୁରୁ ଧର୍ଷ)
[ସମ୍ପାଦନା]
- ୧. ଧର୍ଷଣ କରିବା — ୧. To oppress.
- ୨. ସ୍ତ୍ରୀକୁ ବଳାତ୍କାର କରିବା — ୨. To commit rape; to outrage the modesty of (a woman)
ବହି ଯାହାକୁ ଜୀର୍ଣ୍ଣ କରି ନ ପାରେ ଆନକେ ଧର୍ଷିବ ତାରେ ଭଞ୍ଜ, ବୈଦେହୀଶବିଳାସ
- ୩. ଆକ୍ରମଣ କରିବା —୩. To attack.