ଧର ପକଡ଼
ଦେଖଣା
ଧର ପକଡ଼
ଉଚ୍ଚାରଣ
[ସମ୍ପାଦନା]ଧରପଗଡ଼, ଧରାପଗଡ଼ା, ଧରବାନ୍ଧ, ଧରାବାନ୍ଧଅନ୍ୟରୂପ
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଧୃ ଧାତୁ+ଫାରାସୀ - ପକଡ଼ନା)
[ସମ୍ପାଦନା]- ୧. ମାରଧର; ଧୁମ୍ଧଡ଼କା; ଅତ୍ୟାଚାର —୧. Oppression.
- ୨. ଖୋଜତିଲ୍ଲାସ; ଅପରାଧୀକୁ ଧରିବା ନିମନ୍ତେ ବିଶେଷ ଅନୁସନ୍ଧାନ — ୨. A thorough searching to find out a culprit.
ମଙ୍ଗରାଜାଙ୍କଠାରେ ଗୁହାରି କଲା, ଖୁବ୍ ଧରପକଡ଼ ହେଲା— ଫକୀରମୋହନ, ଛମାଣ ଆଠଗୁଣ୍ଠ
- ୩. ବହୁ ଲୋକଙ୍କୁ ଗିରଫ୍ଦାର୍ କରିବା — ୩. Arresting of many persons.