ଧଳାପୋଇ
ପୂତିକା; ପୋଇ ଶାକ — Bassella Alba; Indian spinach.
[ ଦ୍ର—ଧଳା ପୋଇର ନାଡ଼ ଓ ଫଳ ଫକା ସବୁଜା; ପୋଇ ତଳେ ନୋଟ୍ ଦେଖ ]