ଧଳା ଅଙ୍କୁ
ଦେଖଣା
ଧଳା ଅଙ୍କୁ
ଉଚ୍ଚାରଣ
[ସମ୍ପାଦନା](ଧଳାଆଙ୍କୁ, ଧଳାଆଙ୍କୁଡ଼ା, ଧଳାଆଙ୍କୁଲ, ଧଳାଙ୍କୁ , ଧଳାଙ୍କୁଲ—ଅନ୍ୟରୂପ)
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଅଙ୍କୋଟ, ଅଙ୍କୋଳ)
[ସମ୍ପାଦନା]ଅଙ୍କୋଟ (ଦେଖ) - Aṅkoṭa (See)
[ଦ୍ରଷ୍ଟବ୍ୟ —ଏହାର ଗଛର ଛାଲ ଧଳା; ପତ୍ର ଏକୋତ୍ତର; ସରୁଡାଳ ଉପରେ କଣ୍ଟା ଥାଏ; ଫୁଲ ଧଳା, ଫଳ ଜାମୁକୋଳିପରି, କାଠ ଶକ୍ତ ଓ ଧଳା ଏଥିରେ ବାଡ଼ି ତିଆରି ହୁଏ ବାଡ଼ି ଖୁବ୍ ପାଲିସ୍ ହୁଏ]