Jump to content

ଧଳା ଚିତା

ଉଇକିଅଭିଧାନ‌ରୁ

ଧଳା ଚିତା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଧବଳ+ଚିତ୍ରକ)

[ସମ୍ପାଦନା]

ଧୋବଚିବା; ଏକପ୍ରକାର ଚିତ୍ରକ ଗୁଳ୍ମ — Plumbago Zeylanica.

[ଦ୍ରଷ୍ଟବ୍ୟ —ଏହାର ଡେମ୍ଫ; ଓ ଡାଙ୍ଗ ଧଳା, ଏହା ଗ୍ରହଣୀ କୃଷ୍ଠ, ଶୋଥ, ବାତ, ଶ୍ଳୋଷା ଓ ପିତ୍ତର ପ୍ରଶମକ ଏହାକୁ ସିଝାଇ କରି ବ୍ୟବହାର କଲେ ଏହା ଅଗ୍ନିକାରକ. ପାଚକ, ଲଘୁ, ଉଷ୍ଣ— ବୀର୍ଯ୍ୟ ଓ ମଳ ସଂଗ୍ରାହକ ହୁଏ ଏହି ଜାତୀୟ ନାଲି ଗୁଳ୍ମକୁ ନାଲି ଚିତା କହନ୍ତି]