ଧଳା ଚିତି
ଦେଖଣା
ଧଳା ଚିତି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଧଳା ଚିତି
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଧବଳ+ଚିତ୍ର)
[ସମ୍ପାଦନା]- ୧. ଏକ ପ୍ରକାର ଚିତି ସାପ (ସାପ ତଳେ ନୋଟ ଦେଖ) —୧. (See notes under Sāpa) A kind of serpent.
- ୨. ପାଚିଲା ଗାମୁଛା ଦେହରେ ଛାପା ଛାପା ଧଳା ଚିହ୍ନ — ୨. White spots appearing on a cloth which is intended for use as a seasoned napkin.