Jump to content

ଧଳା ଶିମିଳୀ

ଉଇକିଅଭିଧାନ‌ରୁ

ଧଳା ଶିମିଳୀ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଶ୍ୱେତ ଶାଳ୍ମଳୀ)

[ସମ୍ପାଦନା]

ବୃକ୍ଷବିଶେଷ — A kind of white-flowered variety of silk-cotton tree; Eriodendron Anfrac tiosum.

[ଦ୍ରଷ୍ଟବ୍ୟ —ଏହା ଜବାଦି ବର୍ଗର ଶିମିଳୀ ଜାତୀୟ ବଡ଼ ଗଛ ଫୁଲ ଧଳା ଓ ପଞ୍ଚ କେଶର ଏହାର ମଞ୍ଜିରେ ମଧ୍ୟ ତୁଳା ଥାଏ ଏହା ଭାରତର ସବୁ ଜଙ୍ଗଲରେ ଜନ୍ନେ ଏଥିରୁ ଗୁନ୍ଦ ଅଠା ହୁଏ; ପତ୍ର, ଚେର ଓ କଞ୍ଚା ଫଳ କେତେକ ଔଷଧରେ ଲାଗେ ନାଲି ଫୁଲବାଲା ଶିମିଳି ପରି ଏ ଗଛ ବେଶି ଦେଖାଯାଏ ନାହିଁ ]