Jump to content

ଧଳିମଳି

ଉଇକିଅଭିଧାନ‌ରୁ

ଧଳିମଳି

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଧଡ଼ମ଼ଡ଼ି; ଅତ୍ୟାଚାର — ୧. Oppression.

ସହଇ ପୃଥିବୀ ପରି ଯେତେ ଧଳି ମଳି—ରାମଶଙ୍କର. ଚୈତନ୍ୟଲୀଳା

୨. କଠୋର ବ୍ୟବହାର —୨. Rough usage.