Jump to content

ଧସନଶନ କରିବା

ଉଇକିଅଭିଧାନ‌ରୁ

ଧସନଶନ କରିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଧଂସନଶନ କରିବା, ଧଁସନଶନ କରିବାଅନ୍ୟରୂପ

ଦେଶଜ - କ୍ରି. (ସଂସ୍କୃତ - ଧ୍ୱଂସ+ନାଶ)

[ସମ୍ପାଦନା]

ବିଧ୍ୱସ୍ତ କରିବା; ମାଡ଼ି ଚକଟି ସତ୍ୟାନାଶ କରିବା —To spoil a thing by depradation; to despoil; to lay waste.

(ଯଥା—ଗୋରୁ ପଲେ ମୋ ଲଙ୍କାମରିଚ କିଆରିରେ ପଶି କିଆରିଟାଯାକ ଧସନଶନ କରି ଦେଲେ)