Jump to content

ଧସା

ଉଇକିଅଭିଧାନ‌ରୁ

ଧସା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ଧ୍ୱଂସ)

[ସମ୍ପାଦନା]
୧. ଯେଉଁ ସ୍ଥାନରୁ ମାଟିର ଅତଡ଼ା ଖସି ପଡ଼ୁଥାଏ — ୧. A place from which the earth is falling down; crumbling.
୨. ଯେଉଁ ସ୍ଥାନର ମୃତ୍ତିକାରେ ନିମ୍ନରେ ପାଣି ବା ପଙ୍କ ଥିବାରୁ ତା ଉପରେ ପାଦ ଦେଲା ମାତ୍ରେ ତାହା ଦବି ଯାଉଥାଏ — ୨. (a soil) Which gives way owing to there being water or mud below the surface.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ବଡ଼ କାଠ; ବଡ଼ ନାଗରା; ଧଂସା — ୧. Big kettle-drum.

ଧସା ନାଗରା ନଉବତ ଝଡ଼ି ତେଲଙ୍ଗି ବାଜା ଚାଙ୍ଗୁ ଗୁଡ଼ଗଡ଼ି ବଜନାଥ. ସମତରଙ୍ଗ

୨. (ସଂସ୍କୃତ - ତୁଷ) ଧୂଷ — ୨. Chaff of grain.