ଧସିବା
ଦେଖଣା
ଧସିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ଧସିଯିବା—ଅନ୍ୟରୂପ)
ଦେଶଜ - କ୍ରି. (ସଂସ୍କୃତ - ଧର୍ଷିତ)
[ସମ୍ପାଦନା]- ୧. ଚପିଯିବା; ଦବିଯିବା; ଲହସି ଯିବା — ୧. To shrink down (as soft soil under heavy foot-steps); to sink.
(ଯଥା—ନରମା ମାଟି ଯୋଗୁଁ କୋଠାଟା ଧସିଗଲା)
- ୨. (ସଂସ୍କୃତ - ଧ୍ୱଂସ) (ମାଟି ଆଦି) ଶିଥିଳ ହେବା; ଖଣ୍ଡ ଖଣ୍ଡ ହୋଇ ଖସି ପଡ଼ିବା —୨. To crumble down; to be delapidated.