ଧସ୍ତାଧସ୍ତି
ଦେଖଣା
ଧସ୍ତାଧସ୍ତି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଧସ୍ତାଧସ୍ତି
|
ଦେଶଜ - ବିଶେଷ୍ୟ - ଓବିଶେଷଣ - . (ସଂସ୍କୃତ - ଧ୍ୱସ୍ତ; ବଙ୍ଗଳାରୁ ଅନୁକୃତ)
[ସମ୍ପାଦନା]ପରସ୍ପର ଠେଲାଠେଲି ପେଲା ପେଲି; ଝିଙ୍କାଝିଙ୍କି ଓ ମାଡ଼ ମରାମରି; କୁସ୍ତାକୁସ୍ତି; ଧ୍ୱସ୍ତାଧ୍ୱସ୍ତି — Mutual pushing or shoving; fighting with each other by pushing.