ଧସ୍ଧସ୍
ଭୁଷ୍ଭାସ୍; ପାଦୁକାହୀନ ଗୋଡ଼ରେ ଶୀଘ୍ର ଚାଲିବାଦ୍ୱାରା ଉତ୍ପନ୍ନ ଶବ୍ଦ — Sound of brisk walking on the ground with bare feet.
ମତୁରୀ ମା କହିଲା, ଚାଲିଟା ଧନ୍ଧସ୍— ଫକୀରମୋହନ, ଛମାଣ ଆଠଗୁଣ୍ଠ