ଧାଁ
ଦେଖଣା
ଧାଁ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଧାଁ
|
(ଧାଁଆଁ, ଧାଆଁ—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଧାବନ)
[ସମ୍ପାଦନା]- ୧. ଧାଇଁବା — ୧. Running.
- ୨. ସତ୍ୱର ଗମନାଗମନ; ଦଉଡ଼ା ଦଉଡ଼ି —୨. Running up and down place.
ସେ ବାଡ଼ିଦୁଆରଠାରୁ ଦାଣ୍ଡଦୁଆର ପର୍ଯ୍ୟନ୍ତ ଧାଁ ଦଉଡ଼କରି ଡାକ ଛାଡ଼ିଥାଏ ଫକୀରମୋହନ. ଛମାଣ ଆଠଗୁଣ୍ଠ
- ୩. କାର୍ଯ୍ୟବ୍ୟସ୍ତତା; ତ୍ୱରା —୩. Haste; hurry.