ଧାଁ ଦଉଡ଼
ଦେଖଣା
ଧାଁ ଦଉଡ଼
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଧାଁ ଦଉଡ଼
|
[ ଧାଁ ଦଉଡ଼(ଡ଼ା), ଧା ଧାପଡ଼ (ଡ଼ା), ଧାଁଧପୁ(ପ)ଡ଼ (ଡ଼ା)—ଅନ୍ୟରୂପ)
ଦେଶଜ - ବିଶେଷ୍ୟ - (ବହୁବାର ସୂଚକ; ଏକାର୍ଥକ ସହଚର)
[ସମ୍ପାଦନା]- ୧. ବହୁବାର ଦଉଡ଼ିବାର କର୍ମ — ୧. Running several times.
- ୨. ଉପର୍ଯ୍ୟୁପରି ଦଉଡ଼ିବା କର୍ମ — ୨. Repeated running.
ଧାଁଆଁ ଧପଡ଼କୁ ମାଣ୍ଡିଆ ଯାଉ ବସିବା ଲୋକ ତବତ ଖାଉ ଢଗ
- ୩. ଇତସ୍ତତଃ ଦଉଡ଼ିବା; ଦଉଡ଼ା ଦଉଡ଼ି — ୩. Running to and fro; running about.
- ୪. ତ୍ୱରାଯୁକ୍ତ କର୍ମ —୪. Bustle; activity.