Jump to content

ଧାଇଁବା ଦଉଡ଼ିବା

ଉଇକିଅଭିଧାନ‌ରୁ

ଧାଇଁବା ଦଉଡ଼ିବା

ଉଚ୍ଚାରଣ

[ସମ୍ପାଦନା]

ଧାଇଁବା ଦୌଡ଼ିବା, ଧାଇଁବା ଧପଡ଼ିବା, ଧାଇଁବା ଧପୁଡ଼ିବା—ଅନ୍ୟରୂପ

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି. (ଏକାର୍ଥକ ସହଚର ଶବ୍ଦଦ୍ୱୟ)

[ସମ୍ପାଦନା]
୧. ବାରଂବାର ବା ବହୁବାର ଦଉଡ଼ିବା — ୧. To run several times or repeatedly.
୨. ଏଣିକି ତେଣିକି ଦଉଡ଼ିବା — ୨. To run one way and the other; to run to and fro.
୩. ତ୍ୱରାଯୁକ୍ତ ହୋଇ କାର୍ଯ୍ୟ କରିବା — ୩. To act in hot haste.
୪. ବିଶେଷ ଯତ୍ନ କରିବା — ୪. To strive very hard.