ଧାଇଁବା ଧୁପିବା
(ସହଚର ଶବ୍ଦ) ଧାଁଧପଡ଼ କରିବା; ବାରଂବାର ବା ବହୁବାର ଦଉଡ଼ିବା —To run several times or repeatedly.