Jump to content

ଧାଇଁଯିବା

ଉଇକିଅଭିଧାନ‌ରୁ

ଧାଇଁଯିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଦଉଡ଼ି କରି କୌଣସି ସ୍ଥାନ ତ୍ୟାଗି କରିବା —୧. To run away from a place.
୨. ଅନ୍ୟ ସ୍ଥାନକୁ ଦଉଡ଼ିଯିବା — ୨. To run down to a place.

ଧାଇଁ ଯାଇ ମୁଁ କରେ ପଲାକୁ ଧଇଲି କୃଷ୍ଣସିଂହ, ମହାଭାରତ ଆଦି

୩. ତ୍ୱରିତ ବା ତତ୍କ୍ଷଣାତ୍ ଯିବା; କ୍ଷଣବିଳମ୍ୱ ନ କରି ଯିବା — ୩. To go at once.

ଆଦର୍ଶ ମନୁଷ୍ୟ ଯେବେ ଦେଖିବାକୁ ଚାଓ ଧାଇଁ ଯାଅ ଦେଖିଆସ ଘରେ ମଧୁରାଓ ଫକୀର ମୋହନ. ଉତ୍କଳଭ୍ରମଣ