Jump to content

ଧାଇଁ ଗୁଡ଼ୁଗୁଡ଼ୁ

ଉଇକିଅଭିଧାନ‌ରୁ

ଧାଇଁ ଗୁଡ଼ୁଗୁଡ଼ୁ

ଉଚ୍ଚାରଣ

[ସମ୍ପାଦନା]

(ଧାଇଁ ଚାଲିଚାଲି—ଅନ୍ୟରୂପ)

  • (file)

ଦେଶଜ - ଅ.—(ଶିଶୁବଚନ)

[ସମ୍ପାଦନା]

ଶିଶୁମାନଙ୍କର ସୁମଧୂର ବେଗଗମନ — The act of brisk walking performed by children who are just learning to walk a little briskly.

[ ଦ୍ର—ଶିଶୁମାନ ଅଳୁ ଅଳ୍ପ ଚାଲିବାକୁ ଶିଖିବି ସମୟରେ ମାଆମାନେ ଖଣ୍ଡଦୂର ଛଡ଼ାରେ ଠିଆ ହୋଇ ଏହି ବାକ୍ୟ ଉଚ୍ଚାରଣ କରି ପିଲାମାନଙ୍କ ଡାକନ୍ତି ଓ ପିଲାମାନେ ଚଞ୍ଚଳ ଚଞ୍ଚଳ ଚାଲି ମାଆ ମାନଙ୍କ ପାଖକୁ ଆସନ୍ତି ]