ଧାଇଁ ପଡ଼ିବା
ଦେଖଣା
ଧାଇଁ ପଡ଼ିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଧାଇଁ ପଡ଼ିବା
|
ଧାଁଇଁ ପଡ଼ିବା, ଧାଇଁ ଆସିବା, ଧାଇଁ ଆସିବାଅନ୍ୟରୂପ
ଦେଶଜ - କ୍ରି—(ସଂସ୍କୃତ - ଧାବନ)
[ସମ୍ପାଦନା]ବହୁ ଲୋକ ଦଉଡ଼ି କରି ଏକ ସ୍ଥାନରେ ଉପସ୍ଥିତ ହେବା — (many people) To assemble at a place by running up from various distances.
ଗାଆଁ ମୁଣ୍ଡେ କଲି ଘର, ଧାଇଁ ପଡ଼ହୋ ମାଇ ପଡ଼ିଶା ମୋ ଘରେ ପଶିଛି ଚୋର ଢଗ