Jump to content

ଧାଈ ମାଆ

ଉଇକିଅଭିଧାନ‌ରୁ

ଧାଈ ମାଆ

ଉଚ୍ଚାରଣ

[ସମ୍ପାଦନା]

(ଧାଈମା—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - ସ୍ତ୍ରୀ. (ସଂସ୍କୃତ - ଧାତ୍ରୀ+ମାତା)

[ସମ୍ପାଦନା]
୧. ଶିଶୁର ଉପମାତା — ୧. Foster mother.
୨. ଅଧିବୟସ୍କା ଚାକରାଣୀ — ୨. An elderly maid servant.