Jump to content

ଧାଉଡ଼

ଉଇକିଅଭିଧାନ‌ରୁ

ଧାଉଡ଼

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ଧାଉଁଡ଼ି—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. (ସଂସ୍କୃତ - ଧାବନ)— ଧାବନ; ଦଉଡ଼ — ୧. Running; race.

କାକସ୍ୱାହାଜ, ଗଧଭୋଜନ, କୁକୁର ଧାଉଡ଼ି, ତେବେ ଯାଇଁ ଗାଇବ ସରକାର ଘର କଉଡ଼ି ଢଗ

୨. ଧାଡ଼ି; ଆକ୍ରମଣ — ୨. Attack; onslaught.
୩. (ସଂସ୍କୃତ - ଧାରା) ଧାଡ଼ି; ଶ୍ରେଣୀ; ପଂକ୍ତି — ୩. A row; a line.

(ଯଥା—ତାଙ୍କର ଘର ତିନି ଧାଉଡ଼ି)