ଧାଉଡ଼ି ଦେବା
ଦେଖଣା
ଧାଉଡ଼ି ଦେବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଧାଉଡ଼ି ଦେବା
|
[ଧାଉଡ଼ି ଲଗା(ଗ)ଇବା—ଅନ୍ୟରୂପ)
ଦେଶଜ - କ୍ରିୟାପଦ - (ସଂସ୍କୃତ - ଧାବ୍ ଧାତୁ)
[ସମ୍ପାଦନା]- ୧. କୌଣସି ସ୍ଥାନକୁ ଉପର୍ଯ୍ୟୁପରି ଆସିବା —୧. To come to a place repeatedly.
- ୨. ଆକ୍ରମଣ କରିବା —୨. To attack.