ଧାଙ୍ଗଡ଼ା
ଦେଖଣା
ଧାଙ୍ଗଡ଼ା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଧାଙ୍ଗଡ଼ା
|
(ଧାଙ୍ଗଡ଼ୀ—ସ୍ତ୍ରୀ)
ପ୍ରାଦେଶିକ - (ସମ୍ୱଲପୁର; କନ୍ଧ କୋହ୍ଲଙ୍କ ବ୍ୟବହୃତ) ବିଶେଷ୍ୟ - ପୁଲିଙ୍ଗ -
[ସମ୍ପାଦନା]କନ୍ଧ , କୋହ୍ଲ, ସାନ୍ତାଳ ଆଦି ଅନାର୍ଯ୍ୟ ଜାତିର ଅବିବାହିକ ଯୁବକ ବା ଟୋକା —Unmarried youth of the Khonds, Kohls, Santals and other wild tribes.
ପ୍ରାଦେଶିକ - (ସମ୍ୱଲପୁର)ବିଶେଷଣ -
[ସମ୍ପାଦନା]ଭେଣ୍ଡିଆ ଓ ଅବିବାହିତ (ବାଳକ) — Unmarried and youthful (boy).