Jump to content

ଧାଡ଼ିକିଧାଡ଼ି

ଉଇକିଅଭିଧାନ‌ରୁ

ଧାଡ଼ିକିଧାଡ଼ି

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଧାଡ଼ିକୁଧାଡ଼ି, ଧାଡ଼ିଧାଡ଼ିକ(କି)ରିଅନ୍ୟରୂପ

ଦେଶଜ - କ୍ରି.ବିଶେଷଣ -

[ସମ୍ପାଦନା]
୧. ପ୍ରତ୍ୟେକ ପଂକ୍ତିରେ — ୧. In each row or line.
୨. ଧାଡ଼ି ଧାଡ଼ି ହୋଇ; ଅନେକ ପଂକ୍ତିରେ — ୨. In several rows.
୩. ଏକ ଫକ୍ତିରେ ଅନ୍ୟ ଫକ୍ତି — ୩. Row after row.