ଧାଡ଼ିଦେବା
ଦେଖଣା
ଧାଡ଼ିଦେବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଧାଡ଼ିଦେବା
|
ଧାଡ଼ି ଲଗା(ଗେ) ଇବା, ଧାଡିପଡ଼ିବାଅନ୍ୟରୂପ
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଯୁଦ୍ଧାର୍ଥ ଅଗ୍ରସରହେବା — ୧. To advance to fight.
- ୨. ଆକ୍ରମଣ କରିବା — ୨. To attack.
ଦିନେ କୃତାନ୍ତକ ପଡ଼ିବାଧା଼ଡ଼ି— ପ୍ରାଚୀ, ପରଚେଗୀତା