ଧାଡ଼ିମୂଳିଆ
ଦେଖଣା
ଧାଡ଼ିମୂଳିଆ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ଶ୍ରେଣୀବଦ୍ଧ; ଶ୍ରେଣୀବଦ୍ଧହୋଇ ସଜ୍ଜିତ — ୧. Arranged in a row or rows.
- ୨. ଧାରାବାହିକ; ଧାଡ଼ି ଧାଡ଼ି ହୋଇ ଲେଖା ଯାଇଥିବା — ୨. Written in serial lines. one below the other.
ଦେଶଜ - କ୍ରି.ବିଶେଷଣ -
[ସମ୍ପାଦନା]- ୧. ଧାଡ଼ିର ପ୍ରଥମରୁ ଆରମ୍ଭ କରି ଧା଼ଡ଼ିର ଶେଷ ପର୍ଯ୍ୟନ୍ତ —୧. From the beginning of a line to its end.
- ୨. ଧାଡ଼ିଧାଡ଼ିକରି; ବହୁ ପଂକ୍ତିରେ — ୨. Serially. in rows; line by line.