ଧାଡ଼ି ଧୋକଡ଼
ଦେଖଣା
ଧାଡ଼ି ଧୋକଡ଼
ଉଚ୍ଚାରଣ
[ସମ୍ପାଦନା]ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ -
[ସମ୍ପାଦନା]ଢୁଢୁ ଖେଳ —A kind of outdoor country game.
ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ -
[ସମ୍ପାଦନା]ବାଘବଜାରି ପରି ଏକପ୍ରକାର ଖେଳ — A kind of indoor game.
[ଦ୍ରଷ୍ଟବ୍ୟ —ଏଥିରେ ଦୁଇ ଜଣ ଖେଳାଳି ଖେଳନ୍ତି ଜଣକର ସାର ଏକ ବର୍ଣ୍ଣ ୧୧:ଟି ଗୋଡ଼ି , ଅନ୍ୟ ଜଣକର ଅନ୍ୟ ବର୍ଣ୍ଣର ୧୧:ଟି ଗୋଡ଼ି ଏକ ସୀମା ରେଖା ଉପରେ ୩ଟି ବର୍ଗକ୍ଷେତ୍ର ଭୂମିରେ କଟାଯାଇ ତିହିଁରେ ୨୪:ଟି ଘର ବା ଛକ ଅଙ୍କିତ ହୁଏ ଦୁଇ ଜଣଙ୍କର ୨୨:ଟି ସାର ବସିବା ପରେ ୨ଟି ଘର ବଧା ବା ବହକା ରହେ ଯେଉଁ ଖେଳାଳିର ୩ଟି ସାର ଗୋଟିଏ ଧାଡ଼ିରେ ରହିଯାଏ, ସେଥର ପାଇଁ ସେ ଜିତେ; ଏହା ଘଟିଲେ ଅନ୍ୟ ଖେଳାଳିର ଗୋଟିଏ ସାର ମରିଯାଏ ଏହିପରି ଖେଳୁ ଖେଳୁ ଯାହାର ସବୁ ଗୋଡ଼ିଯାକ ମରିଯାଏ ସେ ହାରେ ]