Jump to content

ଧାଡ଼ୁଆ

ଉଇକିଅଭିଧାନ‌ରୁ

ଧାଡ଼ୁଆ

ଉଚ୍ଚାରଣ

[ସମ୍ପାଦନା]
  • (file)

ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ - (ତୁଳ. ବଙ୍ଗାଳୀ - ଏହି ଅର୍ଥରେ ଧାଡ଼ୀ)

[ସମ୍ପାଦନା]
୧. ଗେଧ; ଦଳର ବୁଢା ମାକଡ଼ — ୧. The head of a flock of monkeys.

ଧାଡ଼ୁଆ ମାଙ୍କଡ଼ ପରି ଆମ ଜାହାଜ ଉପରେ ଧାଁ ଦଉଡ଼ ଲାଗାଇଥାନ୍ତି ଫକୀରମୋହନ. ଗଳ୍ପସ୍ୱଳ୍ପ

୨. ଦଳର ସର୍ଦ୍ଦାର —୨. Leader of a gang.