Jump to content

ଧାତବ

ଉଇକିଅଭିଧାନ‌ରୁ

ଧାତବ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷଣ - (ଧାତୁ+ସମ୍ୱନ୍ଧାର୍ଥେ. ଅ)

[ସମ୍ପାଦନା]
୧. ଧାତୁମୟ — ୧. Metallic; made of metal.
୨. ଧାତୁ ସମ୍ୱନ୍ଧୀୟ — ୨. Pertaining to metals.