ଧାତି
ଦେଖଣା
ଧାତି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଧାତିକାର, ଧାତିକାରେଅନ୍ୟରୂପ
ଦେଶଜ - କ୍ରି. ବିଶେଷଣ - (ସଂସ୍କୃତ - ଝଟିତି)
[ସମ୍ପାଦନା]- ୧. ଅତିଶୀଘ୍ର — ୧. Very quickly; sharp; soon.
ମନ୍ତ୍ରୀକି ଭାଇ ଆଜ୍ଞା ଦେଲେ ଧାଡ଼ି—ପ୍ରାଚୀ. ପ୍ରତାପ, ଶଶିସେଣା
- ୨. ତତ୍କ୍ଷଣାତ୍ —୨. Immediately; at once.
ନିଦ୍ରାବତୀ ପେଷି ଧାତିକାର ବିଜେ କଲେ ଲକ୍ଷ୍ମଣ ନେତ୍ରର ବିଶ୍ୱନାଥ, ବିଚିତ୍ରରାମାୟଣ
ଗୋପୀଙ୍କି ଦେଖି ଉଚ୍ଚସ୍ୱରରେ କାନ୍ଦି ମିତେଲେ ଧାତିକାରେ ଭୂପତି. ପ୍ରେମପଞ୍ଚାମୃତ