Jump to content

ଧାତୁଘ୍ନ

ଉଇକିଅଭିଧାନ‌ରୁ

ଧାତୁଘ୍ନ

ଉଚ୍ଚାରଣ

[ସମ୍ପାଦନା]

(ଧାତୁନାଶନ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ଧାତୁ=ଶରୀରସ୍ଥ ବାତ ପିତ୍ତାଦି+ହନ୍ ଧାତୁ= ନାଶ କରିବା+କର୍ତ୍ତୃ. ଅ)

[ସମ୍ପାଦନା]

କା଼ଞ୍ଜି (ଦେଖ) - Kān̄ji (See)

ସଂସ୍କୃତ - ବିଶେଷଣ -

[ସମ୍ପାଦନା]

ଯଦ୍ଦ୍ୱାରା ଶରୀରସ୍ଥ ଧାତୁ ନଷ୍ଟ ହୁଏ — Destroying the elements of the body.