Jump to content

ଧାତୁବାଦ

ଉଇକିଅଭିଧାନ‌ରୁ

ଧାତୁବାଦ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ହିନ୍ଦୁ ଶାସ୍ତ୍ରୋକ୍ତ ୬୪: କଳା ବା ବିଦ୍ୟା ମଧ୍ୟରୁ ଏକତମ, ଯଦ୍ୱାରା ଖଣିଜରୁ ବାହାରିଥିବା ମିଶ୍ରିତ ଧାତୁକୁ ସଫା କରାଯାଏ ଓ କୌଣସି ମିଶ୍ରିତ ଦ୍ରବ୍ୟରୁ ଭିନ୍ନ ଭିନ୍ନ ଧାତୁ ପୃଥକ କରାଯାଏ —୧. Metallurgy.
୨. ରାସାୟନ ବିଦ୍ୟା; ଯେଉଁ ବିଦ୍ୟା ପ୍ରଭାବରେ ନିକୃଷ୍ଟ ଧାତୁକୁ ସୁନା ବା ରୂପାରେ ପରିଣତ କରାଯାଇ ପାରେ — ୨. Alchemy.