Jump to content

ଧାତୁବାଦୀ

ଉଇକିଅଭିଧାନ‌ରୁ

ଧାତୁବାଦୀ

ଉଚ୍ଚାରଣ

[ସମ୍ପାଦନା]
(ଧାତୁବାଦିନୀ—ସ୍ତ୍ରୀ) 

ଧାତୁବିତ୍, ଧାତୁବିଦ୍ଅନ୍ୟରୂପ

ସଂସ୍କୃତ - ବିଶେଷ୍ୟ - ପୁଂ. (ଧାତୁ+ବଦ୍ ଧାତୁ+ଇନ୍)

[ସମ୍ପାଦନା]
୧. ଧାତୁ ବିଦ୍ୟାରେ ପାରଦର୍ଶୀ — ୧. Metallurgist; minerologist.
୨. ରସାୟନ ଶାସ୍ତ୍ରର ସାହାୟତାରେ ନିକୃଷ୍ଟ ଧାତୁକୁ ସୁନା ବା ରୂପାରେ ପରିଣତକାରୀ ବ୍ୟକ୍ତି —୨. Alchemist; a person who can turn base metals into gold or silver by alchemy.