Jump to content

ଧାତୁମାକ୍ଷିକ

ଉଇକିଅଭିଧାନ‌ରୁ

ଧାତୁମାକ୍ଷିକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ଧାତୁପରି ଆଭାଯୁକ୍ତ ପଦାର୍ଥବିଶେଷ — ୧. Pyrites.
୨. ସ୍ୱର୍ଣ୍ଣ, ରୌପ୍ୟ ଓ ତାମ୍ରଆଦି ଧାତୁ ସଙ୍ଗେ ଗନ୍ଧକମିଶ୍ରିତ ଅବସ୍ଥାରେ ଖଣିରୁ ଉତ୍ପନ୍ନ ପଦାର୍ଥ — ୨. Sulphides of different metals.