Jump to content

ଧାତୁ କୁଶଳ

ଉଇକିଅଭିଧାନ‌ରୁ

ଧାତୁ କୁଶଳ

ଉଚ୍ଚାରଣ

[ସମ୍ପାଦନା]
(ଧାତୁକୁଶଳା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ଧାତୁ+କୁଶଳ; ୭ମୀ ତତ୍)

[ସମ୍ପାଦନା]
୧. ବ୍ୟାକରଣର ଧାତୁ ବିଦ୍ୟାରେ କୁଶଳ — ୧. Well versed in the grammatical roots.
୨. ସ୍ୱର୍ଣ୍ଣାଦି ଧାତୁ ସମ୍ୱନ୍ଧରେ ସମ୍ୟକ୍ ଜ୍ଞାନବିଶିଷ୍ଟ — ୨. Well versed in metallurgy.