ଧାତୁ ଗର୍ଭ
ଦେଖଣା
ଧାତୁ ଗର୍ଭ
ଉଚ୍ଚାରଣ
[ସମ୍ପାଦନା]ଧାତୁଗର୍ଭକ—ଅନ୍ୟରୂପ)
ସଂସ୍କୃତ - ବିଶେଷଣ - (ଧାତୁ+ଗର୍ଭ; ବହୁବ୍ରୀହି)
[ସମ୍ପାଦନା]ଯେଉଁ ମୃତ୍ତିକା ମଧ୍ୟରେ ଧାତୁ ଥାଏ — Metalliferous (soil).
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ଯେଉଁ ଡିବାରେ ବୌଦ୍ଧମାନେ ବୁଦ୍ଧଦେବଙ୍କ ଦେହର କୌଣସି ଅଂଶ (ଯଥା—କେଶ, ନଖ, ଦନ୍ତ) ରଖି ପୂଜା କରନ୍ତି (ହିନ୍ଦୀ - ଶବ୍ଦସାଗର) — A box in which relics of the Buddha are preserved and worshipped