Jump to content

ଧାତୁ ପ୍ରତ୍ୟୟ

ଉଇକିଅଭିଧାନ‌ରୁ

ଧାତୁ ପ୍ରତ୍ୟୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଦ୍ୱନ୍ଦ; ଧାତୁ+ପ୍ରତ୍ୟୟ)

[ସମ୍ପାଦନା]
୧. (ବ୍ୟାକରଣ) ଧାତୁ ଓ ତହିଁରେ କରାଯିବା ପ୍ରତ୍ୟୟ —୧. A verb and its affix.
୨. ପଦନିଷ୍ପନ୍ନ ହୋଇଥିବା ଧାତୁ ଓ ପ୍ରତ୍ୟୟ, ଶବ୍ଦର ବ୍ୟୁତ୍ପତ୍ତି ୨. Etymology of a word.