Jump to content

ଧାତ୍ରୀ ପତ୍ର

ଉଇକିଅଭିଧାନ‌ରୁ

ଧାତ୍ରୀ ପତ୍ର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଧାତ୍ରୀ+ପତ୍ର)

[ସମ୍ପାଦନା]
୧. (୬ଷ୍ଠୀ ତତ୍) ଅଅଁଳାଗଛର ପତ୍ର —୧. The leaf of Embelic Myraba-lan.
୨. (ବହୁବ୍ରୀହି) ତାଳୀସପତ୍ର (ହିନ୍ଦୀ - ଶବ୍ଦସାଗର) (ଦେଖ) - ୨. Tālīsa patra (See)