Jump to content

ଧାତ୍ୱର୍ଥ

ଉଇକିଅଭିଧାନ‌ରୁ

ଧାତ୍ୱର୍ଥ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଧାତୁ+ଅର୍ଥ)

[ସମ୍ପାଦନା]
୧. (ବ୍ୟାକରଣ) ଧାତୁର ଅର୍ଥ — ୧. The meaning of a verbal root.
୨. କୌଣସି ଶବ୍ଦର ଧାତୁରୁ ଉତ୍ପନ୍ନ ଅର୍ଥ; ମୌଳିକ ବା ପ୍ରଥମାର୍ଥ ୨. The root; meaning of a word-the primary meaning of a word which follows from the root.