Jump to content

ଧାନକେରା

ଉଇକିଅଭିଧାନ‌ରୁ

ଧାନକେରା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଏକାଧିକ ଧାନକେଣ୍ଡାମାନଙ୍କ ଗୁଚ୍ଛ — A bunch of ears of paddy.

ପଡ଼ିବା ଧାନକେରା ସାଉଣ୍ଟି ଖାଇବ—କୃଷ୍ଣସିଂହ. ମହାଭାରତ