Jump to content

ଧାନିକା

ଉଇକିଅଭିଧାନ‌ରୁ

ଧାନିକା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ଧାନୀ+ସ୍ୱାର୍ଥେ. କ+ସ୍ତ୍ରୀ ଆ; ଅନ୍ୟ ଶବ୍ଦ ସଙ୍ଗେ ସମାସରେ ଯୁକ୍ତ ହୋଇ ବ୍ୟବହୃତ)

[ସମ୍ପାଦନା]
୧. ସ୍ଥାନ; ଭଣ୍ଡାର —୧. A store; a place.
୨. ଆଧାର; ଦାନୀ —୨. A receptacle.

(ଯଥା—ଅଙ୍ଗାର ଧାନିକା=ଉମ୍ଭେଇ)